ଭାରତରେ ଚୀନ ନାୟକ ଜ୍ୟାକି ଚ୍ୟାନ !

ଭାରତରେ ଚୀନ ନାୟକ ଜ୍ୟାକି ଚ୍ୟାନ !

source: news18.com

ଭାରତରେ ଚୀନ ଆକ୍ଟର ଜ୍ୟାକି ଚ୍ୟାନ । ନିଜ ଆଗାମୀ ସିନେମାର କୁଙ୍ଗ ଫୁ ୟୋଗା'ର ପ୍ରମୋସନ ପାଇଁ ସେ ଭାରତ ଆସିଛନ୍ତି । ଭାରତ ଆସିବା ପରେ ସେ ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଭେଟିଛନ୍ତି ।

ତେବେ ଏହି ସମୟରେ ଦୁହେଁ ଉଠାଇଥିବା କିଛି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସଲମାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe