ରିଲିଜ୍ ହୋଇଛି ବଲିଉଡର ପ୍ରଥମ ଥ୍ରୀସମ୍ ମୁଭି ‘ଇସ୍କ ଜୁନୁନ୍’ର ଟ୍ରେଲର୍ । ଥ୍ରୀସମ୍ ମାନେ ଏକ ଏମିତି ସଂପର୍କ ଯେଉଁଥିରେ ତିନି ଜଣ ଲୋକ ପ୍ରତ୍ୟକ୍ଷ ଭାବରେ ଜଡିତ ଥାନ୍ତି । ଫିଲ୍ମର ଟ୍ରେଲରରେ ରହିଛି ଭରପୂର ବୋଲ୍ଡ ସିନ୍ । ଯାହା ଆଜି ପର୍ଯ୍ୟନ୍ତ କୌଣସି ବଲିଉଡ୍ ମୁଭିରେ ଦେଖିବାକୁ ମିଳିନାହିଁ । ତେଣୁ ରିଲିଜ୍ ହେବାର ଗୋଟିଏ ସପ୍ତାହ ମଧ୍ୟରେ ଏହି ଏହାର ଦର୍ଶକଙ୍କ ସଂଖ୍ୟା ପ୍ରାୟ ୫୩ ଲକ୍ଷରେ ପହଂଚି ସାରିଛି । ଫିଲ୍ମର ଲିଡ୍ ରୋଲରେ ଅଛନ୍ତି ରାଜବୀର୍ ସିଂ, ଦିବ୍ୟା ସିଂ ଓ ଅକ୍ଷୟ ରଙ୍ଗସାହି ।
ଫିଲ୍ମର କାହାଣୀ ଏକ ଏମିତି ଝିଅକୁ ନେଇ ଆଧାରିତ ଯିଏ ଦୁଇଜଣ ପୁଅଙ୍କ ଜାଲରେ ଫସିଯାଇଛି । ଜଣଙ୍କୁ ସେ ନିଜେ ପସନ୍ଦ କରେ ଆଉ ଜଣେ ସେ ଝିଅକୁ ନିଜର କରିବାକୁ ଚାହେଁ । ତେବେ ଫିଲ୍ମର ବୋଲ୍ଡ କଣ୍ଟେଟ୍ ଏବେ ଚର୍ଚ୍ଚାର କାରଣ ପାଲଟି ଯାଇଛି । ଏହା ପୂର୍ବରୁ ଫିଲ୍ମର ପୋଷ୍ଟରକୁ ନେଇ କାଫି ବିବାଦ ମଧ୍ୟ ହୋଇ ସାରିଛି । ନଭେମ୍ବର ୧୧ ତାରିଖରେ ରିଲିଜ୍ ହେବ ଏହି ଫିଲ୍ମ ।
ଦେଖନ୍ତୁ ଏହି ବୋଲ୍ଡ ଫିଲ୍ମର ଟ୍ରେଲର୍ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/hot-stills-from-ishq-junoon-movie_145450337350.jpg)