ରିଲିଜ୍ ହୋଇଛି ଇରଫାନ୍ ଖାନଙ୍କ ଅପ୍ କମିଙ୍ଗ୍ ହଲିଉଡ୍ ଫିଲ୍ମ ‘ଇନଫେର୍ନୋ’ର ଟ୍ରେଲର୍ । ଭାରତୀୟ ଦର୍ଶକ ମାନଙ୍କ ପାଇଁ ସ୍ପୋଶାଲ୍ ଭାବରେ ଏହି ଟ୍ରେଲର୍ ତିଆରି ହୋଇଛି । ଇରଫାନଙ୍କ ରହସ୍ୟାବୃତ ଚରିତ୍ର ଉପରେ ଆଧାରିତ ଏହି ଫିଲ୍ମ । ଆକ୍ସନ୍ , ଥ୍ରୀଲର୍, ସସପେନ୍ସ ଓ ରହସ୍ୟର ଏକ ପୂରା ପ୍ୟାକେଜ୍ ହେଉଛି ଫିଲ୍ମ ‘ଇନଫେର୍ନୋ’ । ଫିଲ୍ମରେ ଆକ୍ସନ ସିନରେ ମଧ୍ୟ ନଜର ଆସିଛନ୍ତି ଇରଫାନ୍ । ଏହା ପୂର୍ବରୁ ‘ଜୁରାସିକ୍ ୱଲର୍ଡ’ରେ ଅଭିନୟ କରି ହଲିଉଡ୍ ଦୁନିଆରେ ନିଜକୁ ପ୍ରମାଣିତ କରି ସାରିଛନ୍ତି ଏହି ଭେଟେରାନ୍ ଆକ୍ଟର୍ ।
ଇରଫାନଙ୍କ ‘ଇନଫେର୍ନୋ’! ରିଲିଜ୍ ହେଲା ଅପ୍ କମିଙ୍ଗ୍ ହଲିଉଡ୍ ଫିଲ୍ମର ଟ୍ରେଲର୍
/kanak/media/post_attachments/wp-content/uploads/2016/10/524170-irrfan-khan.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)