କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ବିତ୍ତିିହୋତ୍ର ମହାନ୍ତିଙ୍କ ଦେହାନ୍ତ ହୋଇଛି । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡିତ ହୋଇ ସେ ଚିକିତ୍ସାଧିନ ଥିଲେ ।
୨୦୦୬ରେ ପୂର୍ବତନ ଆଇପିଏସ୍ ଅଫିସର ବିଦ୍ୟା ମହାନ୍ତିଙ୍କ ପୁଅ ବିତ୍ତିିହୋତ୍ର ଜର୍ମାନ ସହପାଠୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ରାଜସ୍ଥାନ ଫାଷ୍ଟଟ୍ରାକ୍ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । କିନ୍ତୁ ସେବେଠୁ ବିତ୍ତିହୋତ୍ର ଘରୁ ଫେରାର ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/Bitty-Mohanty.jpg)