ପୁରୀରେ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀଙ୍କ କାରକୁ କାଳିମାଡ । ଦରଦାମ ବୃଦ୍ଧି ପ୍ରତିବାଦରେ କାଳିମାଡ ।

277

କନକ ବ୍ୟୁରୋ: ପୁରୀରେ କେନ୍ଦ୍ର ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀଙ୍କ କାରକୁ କାଳିମାଡ ହୋଇଛି । ପୁରୀ ମାର୍କେଟ ଛକ ନିକଟରେ ମନ୍ତ୍ରୀଙ୍କ କାରକୁ କାଳିମାଡ କରିଛନ୍ତି ଛାତ୍ର କଂଗ୍ରେସ କର୍ମୀ । କେନ୍ଦ୍ରର ଦରଦାମ ବୃଦ୍ଧି ଓ ଛାତ୍ର, ଯୁବ ମାରଣ ନୀତିକୁ ବିରୋଧ କରି ଛାତ୍ରମାନଙ୍କ ଅଧିକାର ଓ ହକ୍ ପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ କରାଯାଇଛି ।