ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ । କାଳିମାଡ କରିଥିବା ବ୍ୟକ୍ତିଙ୍କୁ କାବୁ କଲା ପୋଲିସ ।

ସତ୍ୟବାଦୀରେ ୫-ଟି ସଚିବଙ୍କୁ କାଳିମାଡ । କାଳିମାଡ କରିଥିବା ବ୍ୟକ୍ତିଙ୍କୁ କାବୁ କଲା ପୋଲିସ ।

କନକ ବ୍ୟୁରୋ : ୫-ଟି ସଚିବଙ୍କୁ କାଳିମାଡ । ସତ୍ୟବାଦୀରେ ୫-ଟି ସଚିବଙ୍କ କାଳିମାଡ । ସତ୍ୟବାଦୀ ୟୁଜିଏସ କଲେଜ ପରିସରରେ କାଳିମାଡ । ୟୁଜିଏସ କଲେଜ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ସଚିବଙ୍କ ଉପରେ କାଳିମାଡ ହୋଇଛି । କାଳିମାଡ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ପୋଲିସ ନିଜ ହେପାଜତକୁ ନେଇଛି । କେବଳ ୫-ଟି ସଚିବ ନୁହେଁ ଜିଲ୍ଲାପାଳଙ୍କ ଉପରେ ମଧ୍ୟ କାଳିମାଡ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨ ଦିନିଆ ପୁରୀ ଗସ୍ତରେ ଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe