ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ: ୨୯୬ରେ ନ୍ୟୁଜିଲାଣ୍ଡ ଅଲଆଉଟ

128

କନକ ବ୍ୟୁରୋ: ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ କାନପୁର ଟେଷ୍ଟ । ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୨୯୬ ରନରେ ଅଲଆଉଟ ହୋଇଛି । ଏହି ମ୍ୟାଚରେ ଅକ୍ଷର ପଟେଲଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଅକ୍ଷରଙ୍କୁ ଏହି ମ୍ୟାଚରେ ୫ଟି ୱିକେଟ ମିଳିଥିବା ବେଳେ ଅଶ୍ୱିନୀଙ୍କୁ ୩ଟି ୱିକେଟ ମିଳିଛି । ପ୍ରଥମ ଇଂନିସ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡଠାରୁ ଭାରତ ୪୯ ରନରେ ଆଗୁଆ ରହିଛି ।