"ଦବଙ୍ଗ୩'ରେ ସ୍କ୍ରିନ ସେୟାର କରିବେ କାଜୋଲ ଓ ସଲମାନ

"ଦବଙ୍ଗ୩'ରେ ସ୍କ୍ରିନ ସେୟାର କରିବେ କାଜୋଲ ଓ ସଲମାନ

source-google

ପୁଣି ସିଲଭର ସ୍କ୍ରିନରେ ଦେଖିବାକୁ ମିଳିବ ବଲିଉଡ ଦବଙ୍ଗ ବୟ ସଲମାନ ଖାନ ଓ କାଜୋଲଙ୍କ ଯୋଡି । ଆଗାମୀ ଫିଲ୍ମ "ଦବଙ୍ଗ୩'ରେ ସଲମାନଙ୍କ ଅପୋଜିଟରେ କାଜୋଲ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି । ।କାଜୋଲଙ୍କୁ ସଲମାନଙ୍କ ରଜ୍ଜୋ ହେବା ପାଇଁ ଆପ୍ରୋଚ କରାଯାଇଛି, ବୋଲି ବି-ଟାଉନରେ ଚର୍ଚ୍ଚା ଜୋର ଧରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe