ଚକ୍ଷୁଦାନ କରିବେ ହ୍ରିତିକ୍ ! ଐଶ୍ୱର୍ଯ୍ୟାଙ୍କ ଠାରୁ ହୋଇଛନ୍ତି ଅନୁପ୍ରାଣିତ

ଚକ୍ଷୁଦାନ କରିବେ ହ୍ରିତିକ୍ ! ଐଶ୍ୱର୍ଯ୍ୟାଙ୍କ ଠାରୁ ହୋଇଛନ୍ତି ଅନୁପ୍ରାଣିତ

source: aajtak.intoday.in

ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ଠାରୁ ଅନୁପ୍ରାଣିତ ହୋଇ ଚକ୍ଷୁଦାନ କରିପାରନ୍ତି ବଲିଉଡ ଅଭିନେତା ହ୍ରିତିକ୍ ରୋଶନ। ଏକ ସାକ୍ଷାତକାରରେ ଏହି କଥା ହ୍ରିତିକ୍ କହିଛନ୍ତି। ସେ ଆଉ ମଧ୍ୟ କହିଥିଲେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ଚକ୍ଷୁଦାନ ଖବରର ବିଜ୍ଞାପନ ଦେଖି ଏହା ଏକ ଭଲ ଉଦ୍ଦେଶ୍ୟ ବୋଲି ସେ ଚିନ୍ତା କରିଥିଲେ।

ତେବେ ଆଗକୁ ଉନ୍ମୋଚନ ଅପେକ୍ଷାରେ ଥିବା ସିନେମା ‘କାବୀଲ’ରେ ସେ ଏକ ଅନ୍ଧ ଭୂମିକାରେ ଅଭିନୟ କରିବା ସମୟରେ ଅନେକ ଦୃଷ୍ଟି ଶକ୍ତି ବିହୀନ ବ୍ୟକ୍ତିଙ୍କୁ ଭେଟି ସେମାନଙ୍କ ଅସୁବିଧାକୁ ହୃଦୟଙ୍ଗମ କରିଥିବା କଥା ସେ କହିଛନ୍ତି । ତେବେ ହ୍ରିତିକଙ୍କ ‘କାବୀଲ’ ସିନେମାଟି ଜାନୁୟାରୀ ୨୫ରେ ପରଦାକୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe