ଭାରତ ବଜାରରେ ପ୍ଲାଷ୍ଟିକ୍ ଚାଉଳ ! ଦେଖନ୍ତୁ କେମିତି ଜାଣିବେ ଅସଲି ଓ ନକଲି ଭିତରେ ଫରକ
ଭାରତୀୟ ବଜାରରେ ପ୍ରବେଶ କରିସାରିଛି ପ୍ଲାଷ୍ଟିକ୍ ଚାଉଳ । ଚୀନରୁ ଆସୁଥିବା ଏହି ପ୍ଲାଷ୍ଟିକ୍ ଚାଉଳ ଥରେ କିମ୍ବା ଦୁଇଥର ଖାଇଲେ ବାନ୍ତି ଏବଂ ପେଟ କାଟିବା ଭଳି ରୋଗ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଅଧିକ ଦିନ ଯାଏଁ ଏହି ବିଷାକ୍ତ ଚାଉଳ ବ୍ୟବାହର କଲେ ଲିଭର୍ କ୍ୟାନ୍ସର ପରି ମାରାତ୍ମକ ରୋଗ ହୋଇପାରେ । ନଜର ପକାନ୍ତୁ କେମିତି ଜାଣିବେ ଅସଲି ଏବଂ ନକଲି ଭିତରେ ଫରକ
Kanak News is now on WhatsApp
Join and get latest news updates delivered to you via WhatsApp
• ପ୍ଲାଷ୍ଟିକ୍ ଚାଉଳର କୌଣସି ବାସ୍ନା ନଥାଏ ।
• ଚାଉଳକୁ କିଛି ସମୟ ସିଝାଇ ବାହାରେ ରଖିଲେ ଅସଲି ଏବଂ ନକଲି ଭିତରେ ଫରକ ଜାଣିପାରିବେ ।
• ଅସଲି ଚାଉଳ ପାଣିରେ ବୁଡି ଯିବା ବେଳେ ନକଲି ଚାଉଳ ଭାସିଥାଏ ।
• ଯଦି ଅସଲି ଚାଉଳ ସହ ଅଧିକ ପ୍ଲାଷ୍ଟିକ୍ ଚାଉଳ ମିଶାଯାଇଥାଏ ତେବେ ରୋଷେଇ ପରେ ଭାତ ପ୍ଲାଷ୍ଟିକ୍ ପରି ବାସ୍ନା ହୋଇଥାଏ ।
• ସିଝି ଗଲେ ଅସଲି ଚାଉଳକୁ ହାଲକା ଦବାଇଲେ ଭାଙ୍ଗିଯାଏ । କିନ୍ତୁ ନକଲି ଚାଉଳ ଭାଙ୍ଗି ନଥାଏ ।
• ପ୍ଲାଷ୍ଟିକ୍ ଚାଉଳକୁ ରୋଷେଇ କଲେ ଅଧିକ କଠିନ ହୋଇଯାଇଥାଏ ।
• ଅସଲି ଚାଉଳ ଶୀଘ୍ର ଭାଙ୍ଗି ଯାଏ କିନ୍ତୁ ନକଲି ଚାଉଳ ଭାଙ୍ଗେ ନାହିଁ ।