ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ହଲିଉଡ ଆକ୍ଟର ବୀନ ଡିଜଲଙ୍କ ଦେଶୀ ଲୁକ୍ ସାମ୍ନାକୁ ଆସିଛି । ଏଥିରେ ଉଭୟ ଦୀପିକା ଓ ବିନ ଚର୍ଚ୍ଚିତ ଫ୍ୟାଶନ ଡିଜାଇନର ସବ୍ୟସାଚ୍ଚୀ ମୁଖାର୍ଜୀଙ୍କ ପୋଷାକ ପିନ୍ଧିଛନ୍ତି । ଟ୍ରାଡିସନାଲ ଲୁକରେ ନଜର ଆସିଛନ୍ତି ବିନ୍ । ଉଭୟଙ୍କ ଫଟୋକୁ ସବ୍ୟସାଚ୍ଚୀ ମୁଖାର୍ଜୀ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫିଲ୍ମ "ଟ୍ରିପଲଏକ୍ସ' ଜରିଆରେ ଦୀପିକା ବିନ୍ ଡିଜଲଙ୍କ ଅପୋଜଟିରେ ପ୍ରଥମ ଥର ପାଇଁ ନଜର ଆସିବେ ।
ହଲିଉଡ ଆକ୍ଟର ବୀନ ଡିଜଲଙ୍କ ଦେଶୀ ଲୁକ୍
/kanak/media/post_attachments/wp-content/uploads/2016/09/vin-diesel-desi-look-with-deepika-padukone-goes-traditional-new-picture-12-1473678612.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)