ହୋଲି ପାଳିଲେ ସୀମା ସୁରକ୍ଷା ବଳର ବୀର ଯବାନ : ପରସ୍ପରକୁ ରଙ୍ଗ ଲଗାଇ ଜଣାଇଲେ ଶୁଭେଚ୍ଛା

89

କନକ ବ୍ୟୁରୋ : ହୋଲି ପାଳିଲେ ସୀମା ସୁରକ୍ଷା ବଳର ବୀର ଯବାନମାନେ । ଅମ୍ରିତସର ସ୍ଥିତ ବିଏସଏଫ ହେଡକ୍ୱାର୍ଟର ଠାରେ ହୋଲି ମନାଇଛନ୍ତି ବିଏସଏଫ ଯବାନ । ପରସ୍ପରକୁ ରଙ୍ଗ ଲଗାଇ ଯବାନମାନେ ଶୁଭେଚ୍ଛା ଜଣାଇବା ସହ ଏହି ଅବସରରେ ନାଚର ଆସର ମଧ୍ୟ ଜମିଥିଲା ।