source- inshort news
ଦୁଇଟି ଫିଲ୍ମ ‘ପାର୍ଚଡ’ ଓ ‘ ସନରାଇଜ୍’ ର ପଟ୍ଟକଥାକୁ ଓସ୍କାର ଲାଇବ୍ରେରୀରେ ସାମିଲ କରାଯାଇଛି । ଏ ଖବର ଅଭିନେତା ଆଦିଲ ହୁସେନ ଟ୍ୱିଟ କରି କହିଛନ୍ତି । ସେ ନିଜେ ମଧ୍ୟ ଏହି ଫିଲ୍ମ ଦୁଇଟିରେ ସାମିଲ ଅଛନ୍ତି ।
ଆଦିଲ ୨୦୧୫ରେ ରିଲିଜ ହୋଇଥିବା ,ପାର୍ଥ ସେନ ଗୁପ୍ତା ନିର୍ଦେଶିତ ଫିଲ୍ମ ସନରାଇଜ ଓ ୨୩ ସେପ୍ଟେମ୍ବରକୁ ରିଲିଜ ହେବାକୁ ଥିବା ଲୀନା ଯାଦବଙ୍କ ଦ୍ୱାରା ନିର୍ଦେଶିତ ଫିଲ୍ମ ପାର୍ଚଡ ରେ ଅଭିନୟ କରିଛନ୍ତି ।
Follow Us