ପୁଣି ନିଜ ଆଗାମୀ ସିନେମାକୁ ନେଇ ଚର୍ଚ୍ଚାରେ ବାବା ରାମ ରହିମ । ଖୁବଶୀଘ୍ର ଗୁରମିତ ରାମ ରହିମ ନିଜ ଫ୍ୟାନମାନଙ୍କୁ ଭେଟିଦେବାକୁ ଯାଉଛନ୍ତି ଆଉ ଏକ ସିନେମା । ଯାହାର ଟାଇଟେଲ ରହିଛି ‘ହିନ୍ଦ୍ କା ନାପାକ କୋ ଜବାବ’ ।
ଏବେ ଏହାର ପୋଷ୍ଟର ରିଲିଜ ହୋଇଛି । ଗୁରୁମିତ ରାମ ରହିମ ପୋଷ୍ଟରଟିକୁ ସେୟାର କରିଛନ୍ତି । ଏହି ପୋଷ୍ଟରରେ ତାଙ୍କ ପୁଅ ହନିପ୍ରୀତ ସିଂହ ମଧ୍ୟ ନଜର ଆସିଛନ୍ତି । ତେବେ ଗୁରମିତଙ୍କ ଅଭିନିତ ସିନେମାଟି ସର୍ଜିାକାଲ ଷ୍ଟ୍ରାଇକ ଉପରେ ପର୍ଯବେଷିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/msg-story_647_010817012646.jpg)