କନକ ବ୍ୟୁରୋ: ହିଜାବ ବିବାଦରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଗୁରୁବାର କହିଛନ୍ତି କର୍ଣ୍ଣାଟକ ହାଇକୋର୍ଟର ନିଷ୍ପତ୍ତି ଠିକ୍ ନୁହେଁ । ଲାଗୁଥିଲା ଆଜି ହିଁ ମାମଲାର ଶୁଣାଣି ଶେଷ ହୋଇଯିବ । ତେବେ ସୁପ୍ରିମକୋର୍ଟର ଜଣେ ଜଜଙ୍କ ନିଷ୍ପତ୍ତି ଠିକ ଥିବା ବେଳେ ହାଇକୋର୍ଟର ରାୟ ଭୁଲ ଥିଲା । କର୍ଣ୍ଣାଟକରେ ମୁସଲିମ ଝିଅମାନେ ହିଜାବ ପରିଧାନ କରିଥାନ୍ତି, ସେମାନେ ଏଥିପାଇଁ ଏହା କରିଥାନ୍ତି କାରଣ ହିଜାବରେ ଏହାର ପ୍ରାବଧାନ ରହିଛି ଏବଂ ଆହ୍ଲା ଏହା ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ହିଜାବକୁ ପ୍ରସଙ୍ଗ ତିଆରି କରୁଛି । ଏହାକୁ ବ୍ୟାନ କରୁଛି, ଏହା ମୋର ରାୟ । ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ପୂରା ରାୟ ଆସିବ ତାପରେ ମୁଁ ଏ ପ୍ରସଙ୍ଗରେ ନିଜର ସମ୍ପୂର୍ଣ୍ଣ ମତ ରଖିବି ।
LIVE: Barrister @asadowaisi speaks to the media on #HijabVerdict of the #SupremeCourt. #Hijab#Karnataka#AIMIMhttps://t.co/bp52O4SNSq
— AIMIM (@aimim_national) October 13, 2022
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/dddd-3.jpg)