କନକ ବ୍ୟୁରୋ : ହେତୁବାଦୀ ପ୍ରତାପ ରଥଙ୍କୁ ଆଇନଜୀବୀ ସନ୍ଦୀପନ ମିଶ୍ର ଲିଗାଲ ନୋଟିସ୍ । ହିନ୍ଦୁଧର୍ମକୁ ଅସମ୍ମାନ କଲା ଭଳି ଆପତିଜନକ ମନ୍ତବ୍ୟ ଦେଇଥିବରୁ ନିସର୍ତ କ୍ଷମା ପ୍ରାର୍ଥନା କରିବାକୁ ନିବେଦନ । କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ନନିଆଯିବ ୭ ଦିନ ଭିତରେ ଉତର ନରଖିଲେ ହାଇକୋର୍ଟରେ ହେବ ମାମଲା । ସୂର୍ଯ୍ୟପରାଗରେ ପାକ ନିଷେଧ ଥିବା ବେଳେ ହେତୁବାଦୀମାନେ ଚିକେନ୍ ବିରିୟାନି ରୋଷେଇ କରି ଖାଇଥିଲେ । ଏହାକୁ ନେଇ ହେତୁବାଦୀମାନେ ସମାଲୋଚନାର ଶିକାର ହୋଇଛନ୍ତି ।
ହେତୁବାଦୀ ପ୍ରତାପ ରଥଙ୍କୁ ଆଇନଜୀବୀ ସନ୍ଦୀପନ ମିଶ୍ର ଲିଗାଲ ନୋଟିସ୍ : ହିନ୍ଦୁ ଧର୍ମକୁ ନେଇ ଅସମ୍ମାନ କଲାଭଳି ମନ୍ତବ୍ୟ ପାଇଁ ନୋଟିସ୍
/kanak/media/post_attachments/wp-content/uploads/2022/10/48-6.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)