"ରଇସ'ର ନୂଆ ଗୀତ ‘ଜାଲିମା’ କଲା ରେକର୍ଡ! ଏକ ଲକ୍ଷରୁ ଅଧିକ ଲୋକ କଲେ ଲାଇକ୍

"ରଇସ'ର ନୂଆ ଗୀତ ‘ଜାଲିମା’ କଲା ରେକର୍ଡ! ଏକ ଲକ୍ଷରୁ ଅଧିକ ଲୋକ କଲେ ଲାଇକ୍

ସନ୍ନି ଲିଓନିଙ୍କ ‘ଲୈଲା’ ଗୀତ ପରେ ଫ୍ଲୋରକୁ ଆସିଛି ସିନେମା "ରଇସ'ର ଆଉ ଏକ ଗୀତ ‘ଜାଲିମା’ । ଗୀତରେ ରହିଛି ସିନେମାର ମୁଖ୍ୟ ଅଭିନେତା ଶାହାରୁଖ ଖାନ ଓ ନାୟିକା ମାହିରା ଖାନଙ୍କ ଜବରଦସ୍ତ ରୋମାନ୍ସ । ଏଇ ଗୀତ ରିଲିଜ ହେବାର ୧୨ ଘଂଟା ମଧ୍ୟରେ ହିଁ ୧ ଲକ୍ଷ ୨୦ ହଜାର ଲୋକ ଲାଇକ କରିଛନ୍ତି । ସୁଚନା ଅନୁସାରେ ୪୭ ଲକ୍ଷ ଲୋକ ଏପର୍ଯ୍ୟନ୍ତ ଏହି ଗୀତକୁ ଦେଖି ସାରିଛନ୍ତି । ଏଇ ଗୀତକୁ ଗାଇଛନ୍ତି ଅରିଜୀତ ସିଂ ଓ ହର୍ଷଦୀପ କୌର ଏବଂ ଲିିରିକ୍ସ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ରଇସ ସିନେମା ଜାନୁଆରୀ ୨୫ରେ ରିଲିଜ ହେବ ।

ଦେଖନ୍ତୁ ଏହି ଭିଡିଓ :

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe