କନକ ବ୍ୟୁରୋ: ଗ୍ୱାଲିୟର ଇଞ୍ଜିନିୟର ଭୁବନେଶ୍ୱରରୁ ନିଖୋଜ । ଇଞ୍ଜିନିୟର ବିଷ୍ଣୁ ସିଂ ନିଖୋଜ ହୋଇଥିବା ନେଇ ବଡ଼ ଭାଇଙ୍କ ଅଭିଯୋଗ । ଶେଷଥର ପାଇଁ ଭୁବନେଶ୍ୱର ରେଳଷ୍ଟେସନରେ ପହଞ୍ଚି କଥା ହୋଇଥିଲେ । ଗତକାଲି ଦିଲ୍ଲୀ ଫ୍ଲାଇଟରେ ଯାଇଥାନ୍ତେ । ହେଲେ ସେବେଠାରୁ ତଙ୍କର କୌଣସି ଖବର ମିଳିନାହିଁ । ଏନେଇ ପରିବାର ଲୋକଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି ।