କରୋନା କାଳରେ ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡଲାଇନ । କଟକ, ଭୁବନେଶ୍ୱର ଓ ପୁରୀରେ କୋହଳ ହେବ ସପ୍ତାହାନ୍ତ ସଟଡାଉନ

234

କନକ ବ୍ୟୁରୋ: କରୋନା କାଳରେ ସ୍ୱାଧୀନତା ଦିବସ ପାଳନ ନେଇ ଗାଇଡଲାଇନ । କଟକ, ଭୁବନେଶ୍ୱର ଓ ପୁରୀରେ କୋହଳ ହେବ ସପ୍ତାହାନ୍ତ ସଟଡାଉନ । ସ୍ୱାଧୀନତା ଦିବସ ପାଳନ ପାଇଁ ରବିବାର ଦିନ କଟକଣା କୋହଳ । କୋଭିଡ ଗାଇଡଲାଇନ ଭିତରେ ପତାକା ଉତ୍ତୋଳନ ହେବ । ପତାକା ଉତ୍ତୋଳନ ବେଳେ ୧୦ ଜଣରୁ ଅଧିକ ଏକାଠି ହେବେନି । ହେଲେ କଟକ, ଭୁବନେଶ୍ୱର, ପୁରୀ ବାହାରେ ୨୦ ଜଣ ଏକାଠି ହୋଇପାରିବେ ।