ୟୁପିଏ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧି ମଧ୍ୟ ଉପରାଷ୍ଟ୍ରପତି ପଦ ପାଇଁ ଦାଖଲ କଲେ ପ୍ରାର୍ଥୀପତ୍ର !

59

କନକ ବ୍ୟୁରୋ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପାତ୍ର ଦାଖଲ କରିଛନ୍ତି ୟୁପିଏ ପ୍ରାର୍ଥୀ ଗୋପାଳକୃଷ୍ଣ ଗାନ୍ଧି । ଗୋପାଳକୃଷ୍ଣଙ୍କ ପାଇଁ ପ୍ରସ୍ତାବକ ରହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ସୋନିଆ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି । ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନିଜର ନାମାଙ୍କନ ଭରିଛନ୍ତି ମହାତ୍ମା ଗାନ୍ଧିଙ୍କ ନାତୀ ଗୋପାଳକୃଷ୍ଣ ଗାନ୍ଧୀ ।