ପାତ୍ର ଇଲେକଟ୍ରୋନିକ୍ସର ବଡ ଅଫର । ଇଲେକଟ୍ରୋନିକ୍ସ ଜିନିଷ ଉପରେ ରିହାତି ସହ ମିଳୁଛି କ୍ୟାସବ୍ୟାକ୍ ଏବଂ ଅନ୍ୟ ଉପହାର

147

ଇଲେକଟ୍ରୋନିକ୍ସ ଜିନିଷ କିଣିବାରୁ ଚାହୁଁଥିବା ଲୋକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଦଶହରା ଉପଲକ୍ଷେ ଗ୍ରାହକଙ୍କୁ ବଡ ଅଫର ଦେଉଛି ପାତ୍ରା ଇଲେକଟ୍ରୋନିକ୍ସ । ଓଡିଶାରେ ଘରେ ଘରେ ପରିଚିତ ଲାରଜେଷ୍ଟ ଇଲେକଟ୍ରୋନିକ୍ସ, ହୋମ୍ ଏପିଲାଏନ୍ସ, ଡିଜିଟାଲ ଓ ଫର୍ଣ୍ଣିଚର୍ ଚେନ୍ ଷ୍ଟୋର ପାତ୍ର ଇଲେକଟ୍ରୋନିକ୍ସ ଏହି ପୂଜାରେ ଆଣିଛି ବିଗ୍ ଫେଷ୍ଟିଭାଲ ସେଲ୍ । ଓଡିଶାର ୨୭ଟି ବ୍ରାଞ୍ଚରେ ଚାଲିଛି ବିଭିନ୍ନ ପ୍ରକାରର ଆକର୍ଷଣୀୟ ଅଫର । ଏହି ପୂଜାକୁ ଆନନ୍ଦ ଉଲ୍ଲାସରେ ଫାଳନ କରିବା ପାଇଁ ପାତ୍ର ଇଲେକଟ୍ରୋନିକ୍ସ ସମସ୍ତ ଘରକରଣା ଜିନିଷ ଯଥା ଏଲଇଡି ଟିଭି, ଏସି, ଫ୍ରିଜ୍, ୱାସିଂ ମେସିନ୍, ମାଇକ୍ରୋ ଓଭାନ୍, ମୋବାଇଲ ଫୋନ୍, ଲାପଟପ୍, କ୍ୟାମେରା, ଏୟାର କୁଲର, ୱାଟର ପ୍ୟୁରିଫାୟାର, ଗିଜର, ଷ୍ଟାବିଲାଇଜର୍, ଇନର୍ଭଟର, ସ୍ମଲ ଏପିଲାଏନ୍ସ, କିଚେନ୍ ଏରିଲାଏନ୍ସ, ଫର୍ଣ୍ଣିଚର ଇତ୍ୟାଦି ଜିନିଷକୁ ଜିରୋ ଡାଉନ ପେମେଣ୍ଟ, ସହଜ କିସ୍ତି, ବିନା ସୁଧ ଓ ସୁଲଭ ମୂଲ୍ୟରେ ଯୋଗାଇଦେଉଛି ।

ଏହିସବୁ ଜିନିଷ ଗୁଡିକୁ ଆପଣ ଡେବିଟ୍ କାର୍ଡ ଓ କ୍ରେଡିଟ କାର୍ଡ ମାଧ୍ୟମରେ କୌଣସି ଅଧିକା ଚାର୍ଜ ନଦେଇ କିସ୍ତି ମାଧ୍ୟମରେ ଯୋଗାଇ ଦିଆଯାଉଅଛି । କିସ୍ତିରେ ନେଲେ ଗୋଟେ ମାସର ଇ.ଏମ୍.ଆଇକୁ ଫେରସ୍ତ କରିବାର ସୁବିଧା ମଧ୍ୟ ରହିଛି । ମାସକୁ ମାତ୍ର ୯୯୦ଟଙ୍କା ଦେଇ ଏଲ.ଇ.ଡି ଟିଭି ନେଇପାରିବେ । କେବଳ ଏତିକି ନୁହେଁ, କେତେକ ଜିନିଷ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଓ ଉପହାରମାନ ଅଛି । ୨୦ହଜାର ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଗିଫ୍ଟ ଭାଉଚର, ଡେଲି ଲକି ଡ୍ର ଇତ୍ୟାଦି ଅଫର ମାନ ଅଛି । କୌଣସି ପୁରୁଣା ଜିନିଷକୁ ବଦଳାଇ ନୂଆ ଜିନିଷ ନେଇ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିବାର ସୁବିଧା ଅଛି । କେତେକ ଏଲ.ଇ.ଡି ଟିଭି କିଣିଲେ ସୋଫା, ଏସି କିଣିଲେ ଗିଜର, ୱାସିଂ ମେସିନ୍ କିଣିଲେ ଗ୍ରାଇଣ୍ଡର, ଫ୍ରିଜ୍ କିଣିଲେ ଗ୍ରାଇଣ୍ଡର, ମାଇକ୍ରୋ ଓଭାନ କିଣିଲେ ଡିନର ସେଟ୍, ମୋବାଇଲ ଫୋନ୍ କିଣିଲେ ପାୱାର ବ୍ୟାଙ୍କ, ଲାପଟପ୍ କିଣିଲେ ଟେବୁଲ ଇତ୍ୟାଦି ଫ୍ରି ଅଛି । ଏହିସବୁୁ ଅଫର ଗୁଡିକୁ ଭିନ୍ନ ଭିନ୍ନ ମଡେଲ ଉପରେ ଉପଲବ୍ଧ ରହିଥିବା ବେଳେ କିଛି ସର୍ତ୍ତାବଳୀ ଲାଗୁ ରହିଛି । ତେବେ ଆଜି ଆସନ୍ତୁ ପାତ୍ର ଇଲେକଟ୍ରୋନିକ୍ସ