ମାଲକାନଗିରି ସୀମାରୁ ବିଦେଶୀ ନାଗରିକଙ୍କୁ ଅପହରଣ ! ସୁକମା କିସ୍ତରାମ ଅଂଚଳରୁ କାନାଡିଆନ୍ ନାଗରିକ ଜନ୍ ନିଖୋଜ

29

କନକ ବ୍ୟୁରୋ : ବିଦେଶୀ ନାଗରିକଙ୍କୁ ଅପହରଣ ଅଭିଯୋଗ । ମାଲକାନଗିରି ସୁକମା ଜିଲ୍ଲାରୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି । ମାଓବାଦୀ ଅପହରଣ କରିଥିବା ସୂଚନା ମିଳିଛି । ସୁକମା ଜିଲ୍ଲା କିସ୍ତରାମ ଅଂଚଳରୁ କାନାଡିଆନ୍ ନାଗରିକ ଜନ୍ ନିଖୋଜ ହୋଇଛନ୍ତିି । ଛତିଶଗଡ ଓ ତେଲେଙ୍ଗାନା ଗଣମାଧ୍ୟମରେ ଏହି ଖବରକୁ ନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ଇଟାଲୀୟ ନାଗରିକ ପାଓଲଙ୍କୁ ଅପହରଣ କରିନେଇଥିଲେ ମାଓବାଦୀ ।