ରିଲିଜ୍ ହୋଇଛି ଅପକମିଙ୍ଗ୍ ଆକ୍ସନ୍ ଥ୍ରୀଲର୍ ମୁଭି ‘ଫୋର୍ସ – ୨’ ଟ୍ରେଲର୍ । ଫିଲ୍ମରେ ରହିଛି ଜନ୍ ଅବ୍ରାହମ୍ ଓ ସୋନାକ୍ଷୀ ସିହ୍ନାଙ୍କ ଜବରଦସ୍ତ ଆକ୍ସନ୍ ସହ ଦମଦାର ଡାଲଲଗ୍ । ଫିଲ୍ମ ‘ଅକୀରା’ ପରେ ପୁଣି ଥରେ ଆକ୍ସନ୍ ସିନରେ ନଜର ଆସିଛନ୍ତି ଦବଙ୍ଗ ଗର୍ଲ ।
‘ଫୋର୍ସ – ୨’ ହେଉଛି ୨୦୧୧ରେ ଆସିଥିବା ମୁଭି ‘ଫୋର୍ସ’ର ସିକ୍ୱେଲ୍ । ତେବେ ‘ଫୋର୍ସ’ର ନିର୍ଦେଶନା ନିଶିକାନ୍ତ କାମାତ୍ ଦେଇଥିବା ବେଳେ ଏଥର କିନ୍ତୁ ନିର୍ଦେଶନା ଦେଇଛନ୍ତି ଅଭିନୟ ଡେଓ । ଆଉ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ନିଜେ ଜନ୍ ଅବ୍ରାହମ୍ । ନଭେମ୍ବର ୧୮ରେ ରିଲିଜ୍ ହେବ ଫିଲ୍ମ ‘ଫୋର୍ସ – ୨’ ।
‘ଫୋର୍ସ – ୨’ ଟ୍ରେଲର୍ ଦେଖନ୍ତୁ ଏହି ଭିଡିଓରେ :
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/force-2-trailer-john-sonakshi-tahir-promise-us-double-action-in-the-sequel-1.jpg)