ଆସିଲା ସଲମାନ ଖାନଙ୍କ ଅପକମିଙ୍ଗ୍ ଫିଲ୍ମ ‘ଟାଇଗର୍ ଜିନ୍ଦା ହୈ’ର ଫାଷ୍ଟ ଲୁକ୍ । ‘ଟାଇଗର୍ ଜିନ୍ଦା ହୈ’ର ହେଉଛି ଫିଲ୍ମ ‘ଏକ୍ ଥା ଟାଇଗର’ ର ସିକ୍ୱେଲ୍ । ଆଉ ଏଥିରେ ମଧ୍ୟ କ୍ୟାଟରିନାଙ୍କ ସହ ରୋମାନ୍ସ କରିବେ ସଲମାନ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘ଏକ୍ ଥା ଟାଇଗର’ର ନିର୍ଦେଶନା କବୀର ଖାନ୍ ଦେଇଥିବା ବେଳେ ଏଥର କିନ୍ତୁ ନିର୍ଦେଶନା ଦେବେ ‘ସୁଲତାନ’ର ନିର୍ଦେଶକ ଅଲ୍ଲୀ ଅବାସ ଜାଫର । ୟଶରାଜ୍ ଫିଲ୍ମସ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମଟି ୨୦୧୭ କ୍ରିଷ୍ଟମାସରେ ରୂପେଲି ପରଦାକୁ ଆସିବ ।
ଆସିଲା ସଲମାନଙ୍କ ଆଗାମୀ ଫିଲ୍ମ ‘ଟାଇଗର୍ ଜିନ୍ଦା ହୈ’ର ଫାଷ୍ଟ ଲୁକ୍ : ନିର୍ଦେଶନା ଦେବେ ‘ସୁଲତାନ’ର ନିର୍ଦେଶକ
/kanak/media/post_attachments/wp-content/uploads/2016/09/tiger-zinda-hai.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)