ଶ୍ରୀମନ୍ଦିର ସମ୍ମୁଖରେ ଫୁଟିଲା ଗୁଳି: ଗୁଳିମାଡରେ ଜଣେ ମୃତ

184

କନକ ବ୍ୟୁରୋ: ଶ୍ରୀମନ୍ଦିର ସମ୍ମୁଖରେ ଫୁଟିଲା ଗୁଳି । ଏମାର ମଠ ଅଞ୍ଚଳରେ ଗୁଳିମାଡ ହୋଇଥିବା ସୂଚନା । ବଡଦାଣ୍ଡରେ ଯୁବକଙ୍କୁ ଗୁଳିମାଡ କଲେ ଦୁର୍ବତ୍ତ । ଗୁଳିମାଡରେ ଲୋକନାଥଙ୍କ ସେବାୟତ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ସେବାୟତଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।