ରାସ୍ତା ଉପରେ ଜଳିଗଲା ବସ୍ ! ବାଇକ୍ ସହ ଧକ୍କା ପରେ ଘରୋଇ ବସରେ ଲାଗିଲା ନିଆଁ

ରାସ୍ତା ଉପରେ ଜଳିଗଲା ବସ୍ ! ବାଇକ୍ ସହ ଧକ୍କା ପରେ ଘରୋଇ ବସରେ ଲାଗିଲା ନିଆଁ

କନକ ବ୍ୟୁରୋ : ରାସ୍ତା ଉପରେ ହୁ ହୁ ହୋଇ ଜଳି ଯାଇଛି ବସ୍ । ବାଇକ୍ ସହ ଧକ୍କା ପରେ ରାଜପଥ ଉପରେ ଜଳି ଯାଇଛି ଏକ ଘରୋଇ ବସ୍ । ଏଭଳି ଅଘଟଣ ଘଟିଛି କଟକ ସଦର ଥାନା ନିକଟରେ । ଭୁବନେଶ୍ୱରରୁ କଟକ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ‘ନିଶା’ ଗୋପଳପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ସମସ୍ତ ଯାତ୍ରୀ ବଂଚି ଯାଇଥିବା ବେଳେ ବସର ଡ୍ରାଇଭର ଓ ହେଲପର୍ ଫେରାର ହୋଇଯାଇଛନ୍ତି । ତେବେ ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ନିଆଁକୁ ଆୟତ କରିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe