କନକ ବ୍ୟୁରୋ : ରାୟଗଡ଼ା ସହରର କପିଳାସ ରୋଡରେ ଥିବା ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ । କୋଟିଏ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ । ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ହାର୍ଡୱାର ଦୋକାନ ପାଖରେ ଥିବା ଅନ୍ୟ ଦୋକାନକୁ ମଧ୍ୟ ନିଆଁ ବ୍ୟାପିଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ପାଖରେ ଥିବା ଔଷଧ ଦୋକନ ମଧ୍ୟ ଅଗ୍ନିକାଣ୍ଡରେ ପ୍ରଭାବିତ ହୋଇଛି ।
ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ । କୋଟିଏ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
/kanak/media/post_attachments/wp-content/uploads/2022/10/Screen-Shot-2022-10-29-at-10.44.24-AM.png)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)