"ଫିଲ୍ମ "ଡନ୍ "ର ସହ ନିର୍ମାତା ରିତେଶ ସିଧବାନୀ ଟ୍ୱିଟ୍ କରି କହିଛନ୍ତି , ଡନ୍ ସିରିଜର ତୃତୀୟ ଫିଲ୍ମ "ଡନ୍ ୩" ଖୁବ୍ ଶୀଘ୍ର ପରଦାକୁ ଆସିବ ଏବଂ ଏଥିରେ ବି ଶାହାରୁଖ ଖାନ୍ ନଜର ଆସିବେ । ଋିତେଶ ସୋସିଆଲ ମିଡିଆରେ ଶାହାରୁଖଙ୍କ ଫଟୋ ଶେୟାର କରି ଏହି ବିଷୟରେ ସନ୍ଦେଶ ଦେଇଛନ୍ତି । "