ଶାହାରୁଖ ଖାନ ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ “ ଡିୟର ଜିନ୍ଦେଗୀ ”ର ପ୍ରଥମ ଟିଜର ରିଲିଜ ହୋଇଛି । ଶାହାରୁଖ ଓ ଆଲିଆ ସମୁଦ୍ର କୂଳରେ ସାଇକେଲ ଚଲାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏଇ ଟିଜରରେ ।
ଗୈାରୀ ସିନ୍ଧେଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ “ ଡିୟର ଜିନ୍ଦେଗୀ ”୨୫ ନଭେମ୍ବରରେ ରିଲିଜ ହେବ ବୋଲି ଜଣା ପଡିଛି । ଶାହାରୁଖ ଓ ଆଲିଆଙ୍କ ବ୍ୟତୀତ ଅଲୀ ଜଫର ,ଆଦିତ୍ୟ ରୟ କପୁର ,କୁନାଲ କପୁର ଏବଂ ଅଙ୍ଗଦ ବେଦୀ ଏଇ ଫିଲ୍ମରେ ନଜର ଆସିବେ ।
ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/dear-zindagi-first-take-759.jpg)