ରିଲିଜ ହୋଇଯାଇଛି ଫିଲ୍ମ ‘ ଏ ଦିଲ୍ ହୈ ମୁସ୍କିଲ’ ଫିଲ୍ମର ଟ୍ରେଲର । ଐଶ୍ୱର୍ଯ୍ୟା ରାୟ ବଚ୍ଚନ ,ରଣବୀର କପୁର ,ଫୱାଦ ଖାନ ଅଭିନୀତ ଏହି ଫିଲ୍ମଟି ୨୮ ଅକ୍ଟୋବରକୁ ରିଲିଜ ହେବାକୁ ଯାଉଛି । ନିର୍ଦେଶକ କରଣ ଜୋହର ଟ୍ୱୁଟି କରି କହିଛନ୍ତି ପ୍ୟାର , ଦୋସ୍ତି ଭରା ଏହି ଫିଲ୍ମ ନିଶ୍ଚୟ ସମସ୍ତଙ୍କ ମନକୁ ଛୁଇଁବ ।
ଏହା ସହ ଦେଖନ୍ତୁ ଏହି ଭିଡିଓ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/AeDilHaiMushkil-Lyrics.jpg)