ରିଲିଜ ହୋଇଛି ଫିଲ୍ମ "ଥାର୍ଟିଫାଷ୍ଟ ଅକ୍ଟୋବର' ର ଟ୍ରେଲର

ରିଲିଜ ହୋଇଛି ଫିଲ୍ମ "ଥାର୍ଟିଫାଷ୍ଟ ଅକ୍ଟୋବର' ର ଟ୍ରେଲର

ସ୍ୱର୍ଗତଃ ଇନ୍ଦିରାଗାନ୍ଧୀଙ୍କ ଜୀବନୀ ଉପରେ ପ୍ରସ୍ତୁତ ହୋଇଥିବା ଫିଲ୍ମ "ଥାର୍ଟିଫାଷ୍ଟ ଅକ୍ଟୋବର' ର ଟ୍ରେଲର ରିଲିଜ ହୋଇଛି । ଡିରେକ୍ଟର ଶିବାଜୀ ଲୋଟନ ପାଟିଲଙ୍କ ଏହି ଫିଲ୍ମରେ ସୋହା ଅଲ୍ଲୀ ଖାନ,ବୀର ଦାସ ଓ ଦୀପ ରାଜ ରାଣା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ବୀର ଦାସ ଓ ସୋହା ଅଲ୍ଲୀ ଖାନ ଶିଖ୍ ଦମ୍ପତି ଚରିତ୍ର ପ୍ଲେ କରୁଛନ୍ତି । ୭ ଅକ୍ଟୋବର ୨୦୧୬ରେ ରିଲିଜ ହେବ ଫିଲ୍ମ "ଥାର୍ଟିଫାଷ୍ଟ ଅକ୍ଟୋବର' ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe