ସ୍ୱର୍ଗତଃ ଇନ୍ଦିରାଗାନ୍ଧୀଙ୍କ ଜୀବନୀ ଉପରେ ପ୍ରସ୍ତୁତ ହୋଇଥିବା ଫିଲ୍ମ "ଥାର୍ଟିଫାଷ୍ଟ ଅକ୍ଟୋବର' ର ଟ୍ରେଲର ରିଲିଜ ହୋଇଛି । ଡିରେକ୍ଟର ଶିବାଜୀ ଲୋଟନ ପାଟିଲଙ୍କ ଏହି ଫିଲ୍ମରେ ସୋହା ଅଲ୍ଲୀ ଖାନ,ବୀର ଦାସ ଓ ଦୀପ ରାଜ ରାଣା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥିରେ ବୀର ଦାସ ଓ ସୋହା ଅଲ୍ଲୀ ଖାନ ଶିଖ୍ ଦମ୍ପତି ଚରିତ୍ର ପ୍ଲେ କରୁଛନ୍ତି । ୭ ଅକ୍ଟୋବର ୨୦୧୬ରେ ରିଲିଜ ହେବ ଫିଲ୍ମ "ଥାର୍ଟିଫାଷ୍ଟ ଅକ୍ଟୋବର' ।
ରିଲିଜ ହୋଇଛି ଫିଲ୍ମ "ଥାର୍ଟିଫାଷ୍ଟ ଅକ୍ଟୋବର' ର ଟ୍ରେଲର
/kanak/media/post_attachments/wp-content/uploads/2016/09/maxresdefault-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)