ଫିଲ୍ମରୁ ହଟିବନି କୈାଣସି ଦୃଶ୍ୟ : ୨୧ ଅକ୍ଟୋବରରେ ରିଲିଜ ହେବ ଫିଲ୍ମ “ ୩୧ ଅକ୍ଟୋବର ”

ଫିଲ୍ମରୁ ହଟିବନି କୈାଣସି ଦୃଶ୍ୟ  : ୨୧ ଅକ୍ଟୋବରରେ ରିଲିଜ ହେବ ଫିଲ୍ମ “ ୩୧ ଅକ୍ଟୋବର ”

source- inshort news

ଶିବାଜୀ ଲୋଟନ ପାଟିଲଙ୍କ ଦ୍ୱାରା ନିର୍ଦେଶିତ ସୋହା ଅଲୀ ଖାନ୍ ଓ ବୀର ଦାସ ଅଭିନୀତ ଫିଲ୍ମ “ ୩୧ ଅକ୍ଟୋବର”ରୁ କିଛି ଦୃଶ୍ୟ ହଟାଇବା ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ  ଖାରଜ କରିଦେଇଛନ୍ତି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରର ଘଟଣା ଓ ୧୯୮୪ମସିହାର ଶିଖ ଦଙ୍ଗା ଉପରେ ଆଧାରିତ ଏହି ଫିଲ୍ମ ଏବେ ୭ ଅକ୍ଟୋବର ବଦଳରେ ୨୧ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି ଏବଂ ଏହି ଫିଲ୍ମର କୈାଣସି ଦୃଶ୍ୟକୁ ଫିଲ୍ମରୁ ହଟାଯିବ ନାହିଁ ।

ଏହା ସହ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲର ଭିଡିଓ ଦେଖନ୍ତୁ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe