ଶିବାଜୀ ଲୋଟନ ପାଟିଲଙ୍କ ଦ୍ୱାରା ନିର୍ଦେଶିତ ସୋହା ଅଲୀ ଖାନ୍ ଓ ବୀର ଦାସ ଅଭିନୀତ ଫିଲ୍ମ “ ୩୧ ଅକ୍ଟୋବର”ରୁ କିଛି ଦୃଶ୍ୟ ହଟାଇବା ଅଭିଯୋଗକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରର ଘଟଣା ଓ ୧୯୮୪ମସିହାର ଶିଖ ଦଙ୍ଗା ଉପରେ ଆଧାରିତ ଏହି ଫିଲ୍ମ ଏବେ ୭ ଅକ୍ଟୋବର ବଦଳରେ ୨୧ ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି ଏବଂ ଏହି ଫିଲ୍ମର କୈାଣସି ଦୃଶ୍ୟକୁ ଫିଲ୍ମରୁ ହଟାଯିବ ନାହିଁ ।
ଏହା ସହ ପୂର୍ବରୁ ରିଲିଜ ହୋଇଥିବା ଫିଲ୍ମର ଟ୍ରେଲର ଭିଡିଓ ଦେଖନ୍ତୁ -
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/Capture-1.png)