ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମନ୍ତ୍ରୀଙ୍କ ମିଥ୍ୟାପାଠ । ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଆସିଛି ଏଭଳି ଅଭିଯୋଗ । ୨୦୦୯ ଓ ୨୦୧୪ନିର୍ବାଚନରେ ସତ୍ୟପାଠ ବେଳେ ଶିକ୍ଷାଗତ ଯୋଗ୍ୟତା ନେଇ ଭିନ୍ନ ଭିନ୍ନ ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ଅଭିଯୋଗ ନେଇ ପ୍ରତିକ୍ରିୟା ବି ରଖିଛନ୍ତି ଶକ୍ତି ମନ୍ତ୍ରୀ । ଦେଖନ୍ତୁ ଏହି ଭିଡିଓ :
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us