ନିଜ ବୟଫ୍ରେଣ୍ଡଙ୍କୁ ବିବାହ କଲେ ଅଭିନେତ୍ରୀ ଲିସା ହେଡେନ୍

ନିଜ ବୟଫ୍ରେଣ୍ଡଙ୍କୁ ବିବାହ କଲେ ଅଭିନେତ୍ରୀ ଲିସା ହେଡେନ୍

source- inshort news

ଅଭିନେତ୍ରୀ–ମଡେଲ ଲିସା ହେଡେନ୍ ଗତ ୨୯ ଅକ୍ଟୋବରରେ ଫୁକେତ, ଥାଇଲ୍ୟାଣ୍ଡର ଅମନପୁରି ବିଚ୍ ରିସର୍ଟରେ ନିଜ ବୟଫ୍ରେଣ୍ଡ ଡିନୋ ଲାଲବାନୀଙ୍କୁ ବିବାହ କରିଛନ୍ତି ।

ଲିସା ପାଖାପାଖି ଗୋଟେ ବର୍ଷ ହେଲା ବ୍ରିଟେନର ବ୍ୟବସାୟୀ ଡିନୋଙ୍କୁ ଡେଟିଂ କରୁଥିଲେ । ଡିନୋ ହେଉଛନ୍ତି ପାକିସ୍ତାନରେ ଜନ୍ମିତ ବ୍ରିଟିଶ ଉଦ୍ୟୋଗପତି ଗୁଲୁ ଲାଲବାନୀଙ୍କ ପୁଅ । ଲିସା ଏହି ଖବର ନିଜର ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫିଲ୍ମ ‘ କ୍ୱିନ’ ଓ ‘ହାଉସଫୁଲ ୩ ’ରେ ନଜର ଆସିଛନ୍ତି ଲିସା ।

ଦେଖନ୍ତୁ ଏହି ଭିଡିଓ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe