ଜନବସତିରେ ଗଜରାଜ ଆତଙ୍କ ! ଢେଙ୍କାନାଳ ଦୁଇ ଦନ୍ତାଙ୍କ ଲଢେଇରେ ବଳିପଡଲା ୮ ବର୍ଷର ଛୁଆ ହାତୀ

32

କନକ ବ୍ୟୁରୋ: ଢେଙ୍କାନାଳରେ ଗଜରାଜ ଆତଙ୍କ । ହିନ୍ଦୋଳ ରେଂଜ, ଷଡଗୀଂ ରେଂଜ, ସଦର ରେଂଜ ଆଦି ବନଖଣ୍ଡରେ ରହୁଥିବା ହାତୀପଲ ପ୍ରାୟ ସବୁଦିନ ସଂଧ୍ୟା ସମୟରେ ୫୫ ନମ୍ବର ଜାତୀୟ ରାଜପଥ ପାର ହେଉଛନ୍ତି । ହାତୀପଲ ଯିବାଆସିବା କରିବା ଫଳରେ ଘଂଟା ଘଂଟା କାଳ ରାଜପଥରେ ଯାନବାହାନ ଚଳାଚଳ ବନ୍ଦ ରହୁଛି ।

ବନକର୍ମଚାରୀ ହାତିପଲ ଘଉଡାଇବାରେ ବିଫଳ ହୋଇଛନ୍ତି । ସେପଟେ ହାତୀ ପଲଙ୍କ ମଧ୍ୟରେ ବିଭିନ୍ନ ସମୟରେ ଲଢେଇ ହେଉଥିବାର ଦେଖିବାକୁ ମିଳୁଛି । ତେବେ ଗତକାଲି ଠାକୁରପାଳ ଏବଂ କେନ୍ଦୁପଡା ରାସ୍ତା ମଝିରେ ୨ଟି ଦନ୍ତାଙ୍କ ମଧ୍ୟରେ ଲଢେଇ ହୋଇଥିଲା । ଏଥିରେ ଗୋଟିଏ ୮ ବର୍ଷର ଦନ୍ତାର ମୃତ୍ୟୁ ଘଟିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-