ଅନୁଗୁଳ ପାଲଲହଡାରେ ଅଭାବନୀୟ ଘଟଣା ! ଶୌଚ ହେବାକୁ ଯାଇଥିବାବେଳେ ଦଳିଦେଲା ବଣୁଆ ହାତୀ, ଜଣେ ମହିଳାଙ୍କ ସମେତ ୨ ମୃତ

39

କନକ ବ୍ୟୁରୋ : ଦୁଇ ଜଣଙ୍କୁ ଦଳି ଦେଲା ହାତୀ । ଅନଗୁଳ ଜିଲ୍ଲା ପାଲଲହଡା ବ୍ଲକ୍ ଅନ୍ତର୍ଗତ ବଡଚାଙ୍ଗୁଡିଆରେ ଘଟିଛି ଏଭଳି ଅଭାବନୀୟ ଘଟଣା । କଣିହାଁ ଥାନା ବଡଚାଙ୍ଗୁଡିଆ ଗାଁରେ ବଣୁଆ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ଅନ୍ୟ ଜଣେ ଯୁବକ । ଶୌଚ ହେବାକୁ ଯାଇଥିବା ବେଳେ ଏହି ଦୁଇଜଣ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି ।