କନକ ବ୍ୟୁରୋ: ପୂର୍ବତନ ସାଂସଦ ରାମଚନ୍ଦ୍ର ହାଂସଦାଙ୍କ ପାଇଁ ଅଡୁଆ ବଢ଼ିଛି । ରାମଚନ୍ଦ୍ର ହାଂସଦାଙ୍କ ବିରୋଧରେ ଇଡି ପକ୍ଷରୁ ମାମଲା ରୁଜୁ ହୋଇଛି । ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ ଲିମିଟେଡ୍ ଓ ଗ୍ରୁପ ଅଫ୍ କମ୍ପାନୀଜରେ ଅର୍ଥନୈତିକ ଦୁର୍ନୀତି ହୋଇଥିବା ଅଭିଯୋଗରେ, ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ମାମଲା ରୁଜୁ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ ।
ରାମଚନ୍ଦ୍ର ହାଂସଦାଙ୍କ ବିରୋଧରେ ମାମଲା କଲା ଇଡି। ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ମାମଲା ରୁଜୁ।
/kanak/media/post_attachments/wp-content/uploads/2023/04/Arrested-BJD-MP-Ramchandra-Hansda.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)