ଡେଲାଙ୍ଗରେ ପୁଣି ବୋମାମାଡ ! ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି

32

କନକ ବ୍ୟୁରୋ : ଡ଼େଲାଙ୍ଗରେ ପୁଣି ବୋମାମାଡ଼ । ପୁଲିସ ଉପସ୍ଥିତିରେ ବୋମାମାଡ ଜାରି ରହିଛି । ଉତେଜନା ଲାଗି ରହିଥିବାରୁ ହାଟ ଡ଼େଲାଙ୍ଗରେ ୧୪୪ ଧାରା ଜାରି କରାଯାଇଛି । ବୋମାମାଡ ପ୍ରତିବାଦରେ ଜଗଦଲପୁର ଗାଁ ଲୋକେ ଖୋର୍ଦ୍ଧା ପଟ୍ଟନାୟକିଆ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ୪ ଜଣ ଆଇଆଇସି ,ପୁରୀ ଏସପି ଓ ତହସିଲଦାର ଉପସ୍ଥିତ ଅଛନ୍ତି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ୨ ପ୍ଲାଟୁନ ଫୋର୍ସ ମୃତୟନ ଅଛନ୍ତି । ଦୁଇଦିନ ପୂର୍ବରୁ ମଧ୍ୟ ବଚସାରୁ ବୋମାମାଡ଼ ହୋଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –