ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପ୍ରଥମ ହଲିଉଡ ସିନେମା ‘ଏକ୍ସଏକ୍ସଏକ୍ସ: ଦ ରିଟର୍ଣ୍ଣ ଅଫ ଜାଣ୍ଡର କେଜ’ ପ୍ରଥମେ ଭାରତରେ ରିଲିଜ ହେବ । ଏନେଇ ଦୀପିକା ନିଜେ ଟ୍ୱିଟ ଜରିଆରେ ଜଣାଇଛନ୍ତି । ଦୀପିକାଙ୍କ ଏହି ସିନେମାକୁ ନେଇ ସମସ୍ତେ ବହୁତ ଉତ୍ସାହିତ ଅଛନ୍ତି । କାରଣ ସିନେମାରେ ରହିଛି ବଲିଉଡ ‘ମସ୍ତାନୀ’ଙ୍କ ଦମଦାର ଆକ୍ସନ । ଏହାର ଝଲକ ମଧ୍ୟ ସିନେମାର ଟ୍ରେଲରରେ ଦେଖିବାକୁ ମିଳିଛି । ସିନେମାଟି ୨୦୧୭ ଜାନୁୟାରୀ ୧୪ରେ ଥିଏଟରକୁ ଆସିବ ବୋଲି କହିଛନ୍ତି ଦୀପିକା ।
ଭାରତରେ ପ୍ରଥମେ ରିଲିଜ ହେବ ଦୀପିକା ପାଦୁକୋନଙ୍କ ହଲିଉଡ ସିନେମା ‘ଏକ୍ସଏକ୍ସଏକ୍ସ: ଦ ରିଟର୍ଣ୍ଣ ଅଫ ଜାଣ୍ଡର କେଜ’
/kanak/media/post_attachments/wp-content/uploads/2016/12/54-1.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)