ମୁମ୍ବାଇରେ ପହଂଚିଛନ୍ତି ହଲିଉଡ ଷ୍ଟାର ବୀନ ଡିଜେଲ । ତେବେ ମୁମ୍ବାଇରେ ପହଂଚିବା ପରେ ବଲିଉଡ କମ ହଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ତାଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ଖାଲି ସେତିକି ନୁହେଁ ସଂପୂର୍ଣ୍ଣ ପାରମ୍ପାରିକ ଢଙ୍ଗରେ ତାଙ୍କୁ ସ୍ୱାଗତ ଜଣାଇଥିଲେ ଦୀପିକା । ହଲିଉଡ ସିନେମା ‘ଟ୍ରିପଲ ଏକ୍ସ’ର ପ୍ରମୋସନ ପାଇଁ ମୁମ୍ବାଇରେ ଅଛନ୍ତି ବୀନ । ତେବେ ବୀନ-ଦୀପିକାଙ୍କ ଅଭିନିତ ସନେମା ‘ଟ୍ରିପଲ ଏକ୍ସ’ର ଆଜି ହେଉଛି ରିଲିଜ୍ ଡେଟ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/532432-deepika-vin-diesel.jpg)