ହଲିଉଡ ପପୁଲାର ସେଲିବ୍ରେଟି ଶୋ ‘ଦ ଏଲିନ ଡିଜେନେରେସ’ରେ ନଜର ଆସିବେ ବଲିଉଡ ନାୟିକା ଦୀପିକା ପାଦୁକୋନ ।ଜାନୁଆରୀ ୧୬ରେ ଦୀପିକାଙ୍କୁ ନେଇ ଏପିସୋଡର ସୁଟିଂ କରାଯିବ ଏବଂ ଜାନୁଆରୀ ୧୯ରେ ଏହାର ପ୍ରସାରଣ କରାଯିବ ବୋଲି ଜଣାପଡିଛି ।
ଚଳିତ ମାସ ଦିପିକାଙ୍କ ଡେବ୍ୟୁ ହଲିଉଡ ସିନେମା ଟ୍ରିପଲ ଏକ୍ସ ରିଲିଜ ହେବ ଅନ୍ୟପଟେ ହଲିଉଡ ଶୋ’ରେ ମଧ୍ୟ ସେ ନଜର ଆସିବେ । ତେଣୁ ଚଳିତ ମାସ ଦିପିକାଙ୍କୁ ନେଇ ସରଗରମ ରହିଛି ଗ୍ଲାମର ଲେନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/01/Deepika-L-PTI.jpg)