ପୁରୀ ତାଳବଣିଆ ଷ୍ଟାଡିୟମରେ ଚିତ୍ରାହରିଣର ମୃତଦେହ ଉଦ୍ଧାର । ବାଲୁଖଣ୍ଡ ଅଭୟାରଣ୍ୟରୁ ଆସିଥିବା ସନ୍ଦେହ

କେହି ମାରି ପକାଇଦେଇଥିବା ଆଶଙ୍କା

117

କନକ ବ୍ୟୁରୋ: ପୁରୀ ତଳାବଣିଆ ଷ୍ଟାଡିୟମରେ ଚିତ୍ରାହରିଣର ମୃତଦେହ ଉଦ୍ଧାର ହୋଇଛି । ସକାଳୁ ସକାଳୁ ମର୍ଣ୍ଣିଂ ୱାକରେ ଯିବାବେଳେ ଲୋକେ ହରିଣର ମୃତଦେହକୁ ଦେଖି ବନବିଭାଗକୁ ଖବର ଦେଇଥିଲେ ।

ବାଲଖଣ୍ଡ ଅଭୟାରଣ୍ୟରୁ ଏହି ହରିଣ ଆସିଥିବା ଜଣାଯାଇଛି । ହରିଣକୁ କେହି ମାରିପକାଇଦେଇଥିବା ସନ୍ଦେହ କରାଯାଉଛି ।