ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ହିନ୍ଦି ମୁଭି ‘ବେଞ୍ଜୋ’ । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ରିତେଶ ଦେଶମୁଖ ଏବଂ ନର୍ଗିସ ଫକ୍ରି। ଫିଲ୍ମର ନିର୍ଦେଶନା ଦେଇଛନ୍ତି ରବି ଯାଦବ। ମହାରାଷ୍ଟ୍ର ପୃଷ୍ଠଭୂମିରେ ଗତିଶୀଳ ଫିଲ୍ମଟି । ଗୋଟିଏ ସଂଗୀତ ଭିତିକ ଡ୍ରାମା ହେଉଛି ‘ବେଞ୍ଜୋ’ । ଏହାକୁ ନେଇ ବେଶ ଆଶାବାଦୀ ଅଛନ୍ତି ପ୍ରଯୋଜକ କ୍ରିଶିକା ଲୁଲା । ଜଣେ ମରାଠି ଭୂମକାରେ ରିତେଶ ଅଭିନୟ କରୁଥିବା ବେଳେ ଜଣେ ଡିଜେ ଭାବେ ଅଭିନୟ କରିଛନ୍ତି ନର୍ଗିସ । ସେପଟେ ଆଜି ରିଲିଜ ହେଉଛି କମେଡି ବଲିଉଡ ମୁଭି ‘ଡେଜ୍ ଅଫ ତାଫ୍ରି’। ସାତ ଜଣ ଯୁବବନ୍ଧୁଙ୍କୁ ନେଇ ଫିଲ୍ମଟି ନିର୍ମିତ।
ଫିଲ୍ମ ଫ୍ରାଇଡେରେ ପରଦାକୁ ଆସିଲା ‘ବେଞ୍ଜୋ’ : ମୁକାବିଲାରେ କମେଡି ମୁଭି ‘ଡେଜ୍ ଅଫ ତାଫ୍ରି’
/kanak/media/post_attachments/wp-content/uploads/2016/09/Udan-Choo-Banjo.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)