ପୁଅ ତୈମୁରର ଜନ୍ମ ପରେ ଏବେ କରୀନା ପାର୍ଟି କରିବା ମୁଡରେ ଆସିଗଲେଣି । କ୍ରିସମାସ ଉପଲକ୍ଷେ କରୀନା ଓ ସୈଫ୍ ନିଜର ଖାସ୍ ବନ୍ଧୁମାନଙ୍କ ସହ କ୍ରିସମାସ ପାର୍ଟିର ମଜା ନେଇଛନ୍ତି । ପୁଅର ଜନ୍ମ ପରେ ଉଭୟ କରୀନା ଏବଂ ସୈଫ୍ ବହୁତ ଖୁସି ଅଛନ୍ତି ।
କପୁର ଲଳନା କରୀନା ବର୍ତମାନ ମା ହହେବାର ଖୁସିକୁ ସାଉଁଟୁଛନ୍ତି । ଏହି ପାର୍ଟିକୁ କରୀନା ଲାଲ୍ ରଙ୍ଗର ଗାଉନ୍ ପିନ୍ଧି ଆସିଥିଲେ । ଏହି ଗାଉନରେ ସେ ଖୁବ୍ ଆକର୍ଷଣୀୟ ମଧ୍ୟ ଦେଖାଯାଉଥିଲେ ।
ମା’ ହେବା ପରେ ଏହା ଥିଲା କରୀନାଙ୍କ ପ୍ରଥମ ପାର୍ଟି, ଯାହାର ସେ ଖୁବ୍ ମଜା ମଧ୍ୟ ଉଠାଇଛନ୍ତି । ପାର୍ଟିରେ କରୀନାଙ୍କ ସହ ତାଙ୍କ ଭଉଣୀ କରିସ୍ମା ଏବଂ ଦୁଇ ସାଙ୍ଗ ଅମୃତା ଓ ମଲାଇକା ମଧ୍ୟ ଉପସ୍ଥିତ ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/532142-kareena-chris.jpg)