ଡାଲମା ରେଷ୍ଟୁରାଂଟ୍ ର ପ୍ରତିଷ୍ଠାତା : ଦେବାଶିଷ ପଟ୍ଟନାୟକ

ଡାଲମା ରେଷ୍ଟୁରାଂଟ୍ ର ପ୍ରତିଷ୍ଠାତା : ଦେବାଶିଷ ପଟ୍ଟନାୟକ

ଓଡିଆ ଘରେ ଖାଦ୍ୟର ପସରା ସବୁବେଳେ ନିଆରା ,ଏବଂ ବିଭିନ୍ନ ପ୍ରକାର ବ୍ୟଂଜନ ଆମ ଓଡିଆ ଘରେ ତିଆରି ହୁଏ । ସଂପୂର୍ଣ ଓଡିଆ ରୁଚିପୂର୍ଣ ଖାଦ୍ୟ କୁ ଓଡିଶା ସାରା ପ୍ରଚାର ଓ ପ୍ରସାର କରିବା ସହିତ ଭାରତ ସାରା ମଧ୍ୟ ଲୋକପ୍ରିୟ କରାଇଛନ୍ତି ଆଜିର ଆମର ଅତିଥି । ଆପଣ ମାନେ ଜାଣି ପାରୁଥିବେ ଆମେ କାହା କଥା କହୁଛୁ ଆଜିର ଆମର ବିଜନେସ୍ ଲିଡରର ଅତିଥି ହେଲେ ପ୍ରଖ୍ୟାତ ହୋଟେଲିୟର ଏବଂ ସଂପୂର୍ଣ ଓଡିଆ ରୂଚିପୂର୍ଣ ରେଷ୍ଟୁରାଂଟ୍ ଡାଲମା ର ପ୍ରତିଷ୍ଠାତା ଦେବାଶିଷ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe