ରିଲିଜକୁ ଆଉ ବାସ୍ କିିଛି ଦିନ ଅପେକ୍ଷା ଥିବାବେଳେ ଏବେ ଆସିଛିି ଅପକମିଙ୍ଗ୍ ରୋମାଟିଂକ ଫିଲ୍ମ ‘ଏ ଦିଲ ହୈ ମୁସ୍କିଲ’ର ଆଉ ଏକ ନୂଆ ଗୀତ । ଏହି ୱେଡିଙ୍ଗ୍ ସଙ୍ଗର ନାଁ ରହିଛି ‘କ୍ୟୁଟିପାଏ’ । ଗୀତରେ ଦେଖିବାକୁ ମିିଳିଛି ରଣବୀର ଓ ଅନୁଷ୍କାଙ୍କ କେମିଷ୍ଟ୍ରି ।
ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଗୀତଟିକୁ ଗାଇଛନ୍ତି ରହିଛି ପ୍ରଦିପ ସିଙ୍ଗ୍ ଓ ନକ୍ସ ଅଜିଜ୍ । ଗୀତକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ । ତେବେ ଏହା ପୂର୍ବରୁ ରିଲିଜ୍ ହୋଇଥିବା ଫିଲ୍ମର ଅନ୍ୟ ଗୀତ ଗୁଡିକୁ ଦର୍ଶକ କାଫି ପସନ୍ଦ କରିଛନ୍ତି । ଅକ୍ଟୋବର ୨୮ରେ ରିଲିଜ୍ ହେବ ‘ଏ ଦିଲ ହୈ ମୁସ୍କିଲ୍’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/10/ADHMTrailerTomorrow-Ae-Dil-Hai-Mushkil.jpg)