ଗୁଜୁରାଟ ଝୁଲାପୋଲ ଦୁର୍ଘଟଣା ପରେ ଧବଳେଶ୍ୱର ପୋଲକୁ ନେଇ ଚିନ୍ତା ।  କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା

ଗୁଜୁରାଟ ଝୁଲାପୋଲ ଦୁର୍ଘଟଣା ପରେ ଧବଳେଶ୍ୱର ପୋଲକୁ ନେଇ ଚିନ୍ତା ।  କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା

କନକ ବ୍ୟୁରୋ: ଗୁଜରାଟରେ ବଡ଼ ଦୁର୍ଘଟଣା ପରେ ବଢିଲା ଚିନ୍ତା । କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା । କୋଲକାତା ବିଶେଷଜ୍ଞ ଟିମ୍ର ଯାଂଚ ପରେ କ୍ଷମତା କମାଇଲା ଜିଲ୍ଲା ପ୍ରଶାସନ ।

ଏବେ ଝୋଲାପୋଲରେ ଏକକାଳୀନ ୨୦୦ ଶ୍ରଦ୍ଧାଳୁ ଯିବା ଆସିବା କରିପାରିବେ । ଦର୍ଶନ ପାଇଁ କେବଳ ବଡ଼ଓଷା ବ୍ରତଧାରୀମାନେ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସାଧାରଣ ଭକ୍ତ ନଆସିବା ପାଇଁ ନିବେଦନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe