‘କମାଣ୍ଡୋ ୨’ର ପୋଷ୍ଟର ଉନ୍ମୋଚନ ! ମୁଖ୍ୟ ଭୂମିକାରେ ନଜର ଆସିବେ ବିଦ୍ୟୁତ ଜାମ୍ବାଲ୍

‘କମାଣ୍ଡୋ ୨’ର ପୋଷ୍ଟର ଉନ୍ମୋଚନ ! ମୁଖ୍ୟ ଭୂମିକାରେ ନଜର ଆସିବେ ବିଦ୍ୟୁତ ଜାମ୍ବାଲ୍

source: google.com

ଆଗାମୀ ବଲିଉଡ ସିନେମା ‘କମାଣ୍ଡୋ ୨’ ର ବ୍ରାଣ୍ଡ୍ ନ୍ୟୁ ପୋଷ୍ଟର ଉନ୍ମୋଚନ କରାଯାଇଛି । ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବିଦ୍ୟୁତ ଜାମ୍ବାଲ୍ । ତେବେ ଗତକିଛି ଦିନ ତଳେ ବିଦ୍ୟୁତ ଏହି ସିନେମାର ଟିଜର୍ ଉନ୍ମୋଚନ କରିଛନ୍ତି ।

୨୦୧୩ରେ ଆସିଥିବା ସିନେମା ‘କମାଣ୍ଡୋ- ୱାନ୍ ମ୍ୟାନ୍ ଆର୍ମି’ ର ଏହା ହେଉଛି ସିକ୍ୱେଲ୍ ସିନେମା । ଏଥିରେ ବିଦ୍ୟୁତଙ୍କ ବିପକ୍ଷରେ ଅଭିନେତ୍ରୀ ଅଦା ଶର୍ମା ନଜର ଆସିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe